୨୨ଯାଏଁ ଜେଲରେ ରହିବେ ରିୟା

ନୂଆଦିଲ୍ଲୀ() ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ନେଇ ଅଭିନେତ୍ରୀ ରିୟାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଗତକାଲି ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଜାମିନ ପାଇଁ ସେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି । ଏହାସହ ରିୟାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇଛନ୍ତି । ଗିରଫ ହେବାଠାରୁ ଏନସିବି ହାଜତରେ ରହିଥିଲେ ଅଭିନେତ୍ରୀ ରିୟା । ସେ ଆଜି ଭାୟଖଲା ଜେଲକୁ ଯାଇଛନ୍ତି  । ୨୨ଯାଏଁ ଜେଲରେ ରିୟା ରହିବେ ।

Share

Leave a Reply

Your email address will not be published. Required fields are marked *

nine − one =