ଆୟରଙ୍କ ଅସଲ ଚେହେରା

ଭୁବନେଶ୍ୱର () ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଉପରେ ବିବାଦୀୟ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ଅସଲ ଚେହେରା ଟିକେ ଦେଖନ୍ତୁ । ଦେଖନ୍ତୁ କିଭଳି ରଙ୍ଗୀନ ମିଯାଜର ବ୍ୟକ୍ତି ଅଭିଜିତ ଆୟାର । ଓଡିଶା ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବିଭ୍ରାନ୍ତିକର ମତ ଦେଉଥିବା ଆୟରଙ୍କୁ ହେଲିକ୍ୟାପ୍ଟରରେ ବୁଲାଉଥିବା ସାଂସଦ ବି ତାଙ୍କ ତରଫଦାରୀ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 5 =