ବୁଧବାର ହଟିବ ୟେସ୍ ବ୍ୟାଙ୍କ କଟକଣା

ନୂଆଦିଲ୍ଲୀ () ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୟେସ୍ ବ୍ୟାଙ୍କ ସ୍ଥିତି ବାବଦରେ ସାମ୍ବାଦିକ ସମ୍ମିଳନୀ କରି  ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବୁଧବାର ସନ୍ଧ୍ୟା ୬ଟାରେ ଏହି କଟକଣା ହଟାଯିବ । ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଅଛି। ଟଙ୍କା ଉଠାଣ ପାଇଁ ଲୋକେ ବ୍ୟସ୍ତ ନ ହେବାକୁ ସେ କହିଥିଲେ।

ସେ ଆହୁରି କହିଥିଲେ, ସରକାର ବର୍ତ୍ତମାନ ନେଉଥିବା ପଦକ୍ଷେପ ଜମାକାରୀଙ୍କ ଟଙ୍କା ବଞ୍ଚାଇବା ଉଦ୍ଦିଷ୍ଟ। ଆସନ୍ତା ମାର୍ଚ୍ଚ ୨୬ରେ ୟେସ୍ ବ୍ୟାଙ୍କର ନୂଆ ବୋର୍ଡ ଦାୟିତ୍ୱ ନେବ।

Share

Leave a Reply

Your email address will not be published. Required fields are marked *

five × two =