ହିଂସାରେ ମୃତ ହେଡ କନଷ୍ଟେବଳଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ() ଦିଲ୍ଲୀ ହିଂସାରେ ମୃତ ହେଡ କନଷ୍ଟେବଳଙ୍କ ପରିବାରକୁ ସହାୟତା ରାଶି ଘୋଷଣା । ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜିୱାଲ । ସହିଦ କନଷ୍ଟେବଳ ରତନ ଲାଲଙ୍କ ପରିବାରକୁ ୧କୋଟି ସହାୟତା ରାଶି ମିଳିବା ସହ ପରିବାରର ଜଣଙ୍କୁ ଚାକିରି ମିଳିବ । ଘଟଣା ପଛରେ କୌଣସି ଦିଲ୍ଲୀ ଲୋକ ନୁହେଁ, ବାହାର ଲୋକଙ୍କ ହାତ ରହିଛି । କିଛି ବାହାର ଲୋକ ଏବଂ କିଛି ରାଜନୈତିକ ଲୋକଙ୍କ ପାଇଁ ହିଂସା ଘଟିଛି । ଏହି ହିଂସାରେ ହିନ୍ଦୁ ଏବଂ ମୁସଲମାନ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ସହ ହିଂସାକାଣ୍ଡକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜରିୱାଲ ।

Share

Leave a Reply

Your email address will not be published. Required fields are marked *

eighteen − four =