ନଜର ପକାନ୍ତୁ କେଉଁମାନଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂପ୍ରସାରଣ ହୋଇଛି ମୋଦିଙ୍କ ମନ୍ତ୍ରୀ ମଣ୍ଡଳ । ୨୮ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ନାମ ଚୟନ କରାଯାଇଛି । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ମନ୍ତ୍ରୀ । ତେବେ ନଜର ପକାନ୍ତୁ କେଉଁମାନେ ରହିଛନ୍ତି ଏହି ରାଷ୍ଟ୍ରମନ୍ତ୍ରୀ । ରାଷ୍ଟ୍ରମନ୍ତ୍ରୀ ଭାବରେ ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ଏସ.ପି ସିଂ ବଘେଲ, ରାଜୀବ ଚନ୍ଦ୍ରଶେଖର, ସୁଶ୍ରୀ ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂ ବର୍ମା, ଦର୍ଶନୀ ବିକ୍ରମ ଜାର୍ଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣ ସ୍ୱାମୀ,କୌଶଲ କିଶୋର, ଅଜୟ ଭଟ୍ଟ, ବି. ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁ ସିଂ, ବିଶେଶ୍ୱର ଟୁଡୁ, ଭଗୱନ୍ତ ଖୁବା, କପିଲ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭାଗବତ କିଶନରାଓ କରାଦ, ରାଜକୁମାର ରଂଜନ ସିଂହ, ଭାରତୀ ପ୍ରବୀଣ ପାଓାର, ଶାନ୍ତନୁ ଠାକୁର, ମୁଂଜାପାରା ମହେନ୍ଦ୍ରଭାଇ, ଜନ୍ ବାର୍ଲା ଏଲ ମୁର୍ଗୁନ, ନିଶିତ ପରମାଣିକ ।

Share

Leave a Reply

Your email address will not be published. Required fields are marked *

3 × 2 =