ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ଦିନ…

ମେଷ: ଭାଗ୍ୟ ସହାୟକ ହେବ। ଉଚ୍ଚଅଧିକାରୀଙ୍କୁ ସମସ୍ୟା ଜଣାନ୍ତୁ, ସୁଫଳ ମିଳିବ। ବ୍ୟବସାୟରେ ଲାଭ।

ବୃଷ: ଭଲ ଲୋକଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

ମିଥୁନ: ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଫିଲ୍ମରେ ସୁଯୋଗ ମିଳିପାରେ। ବ୍ୟାବସାୟିକ ଉଦ୍ୟୋଗରେ ଉଚିତ ନିର୍ଣ୍ଣୟ ନେବେ।

କର୍କଟ: କୌଣସି କଥାକୁ ନେଇ ଅଶାନ୍ତିରେ ଥିଲେ ସାଥୀଙ୍କୁ କୁହନ୍ତୁ। ନିଜ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ବ୍ୟବସାୟୀଙ୍କୁ ବିଶେଷ ଲାଭ ହେବ।

ସି˚ହ: ବ୍ୟବସାୟ କ୍ଷେତ୍ରରେ ଅନ୍ୟମାନଙ୍କ ସାହାଯ୍ୟ ମିଳିବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସଂପର୍କ ବଢ଼ିବ।

କନ୍ୟା: ଭାବନା ସକରାତ୍ମକ ରହିବ। ସାମାଜିକ ମାନ-ସମ୍ମାନ ବୃଦ୍ଧି। ବ୍ୟବସାୟୀ ଅଧିକ ଲାଭ ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଅନୁକୂଳ।

ତୁଳା: ଧର୍ମ ଭାବନା ବଢ଼ିବ। ପରିବାର ଲୋକଙ୍କ ସହିତ ମନ୍ଦିରକୁ ଯିବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ବାଟ ଫିଟିପାରେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

ବିଛା: ନକରାତ୍ମକ ଚିନ୍ତା ମନରୁ ବାହାର କରିଦିଅନ୍ତୁ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଫେସନ ଡ଼ିଜାଇନିଙ୍ଗ୍‌ ଛାତ୍ରୀଙ୍କୁ ଲାଭ ହେବ।

ଧନୁ: କ୍ୟାରିଅର ସମ୍ବନ୍ଧିତ ମାମଲାର ସମାଧାନ ହେବ। ବରିଷ୍ଠ ଲୋକଙ୍କ ସହିତ ଘନିଷ୍ଠତା ବୃଦ୍ଧି। ଅଫିସରେ ଅନୁକୂଳ ବାତାବରଣରେ କାମ କରିବେ।

ମକର: କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଆସିପାରେ। ବ୍ୟବସାୟରେ ଅର୍ଥ ଲଗାଇବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଚାକିରିରେ ଲାଭ ପାଇବା ପାଇଁ ପରିଶ୍ରମ କରନ୍ତୁ।

କୁମ୍ଭ: ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ମଜଭୁତ। ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଅନୁକୂଳ। ସଙ୍ଗୀତ ଶୁଣିବାରେ ମନ

ମୀନ: ମାତା-ପିତାଙ୍କ ପରାମର୍ଶ ଲାଭପ୍ରଦ ରହିବ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଆୟର ନୂଆ ରାସ୍ତା ଖୋଲିବ। ଚାକିରିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।

Share

Leave a Reply

Your email address will not be published. Required fields are marked *

one × three =