କୋବିନ୍ଦଙ୍କ ପାଇଁ ଆକାଶମାର୍ଗ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ() ପୁଣି ପାକିସ୍ତାନର ନାଟକ ଆରମ୍ଭ । ପୁଣି ଭାରତ ବିରୋଧରେ ଆଉ ଏକ ଖେଳ ଖେଳିଛି ପାକିସ୍ତାନ । ପାକ୍ ବୈଦେଶିକମନ୍ତ୍ରୀ ଏମ୍ଏସ୍ କ୍ୟୁରେସି କହିଛନ୍ତି ପାକିସ୍ତାନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆକାଶ ପଥରେ ପ୍ରବେଶ କରିବ ନାହିଁ ବୋଲି ମନା କରିଦେଇଛି। ରାଷ୍ଟ୍ରପତି କୋବିନ୍ଦ ସୋମବାର ୩ ଦିବସୀୟ ବିଦେଶ ଯାତ୍ରା କାର୍ୟ୍ୟକ୍ରମରେ ସ୍ବିଜରଲାଣ୍ଡ, ଆଇସ୍ଲ୍ୟାଣ୍ଡ, ସ୍ଲୋଭାନିଆ ଯାତ୍ରା କରିବାର କାର୍ୟ୍ୟକ୍ରମ ରହିଛି।

Share

Leave a Reply

Your email address will not be published. Required fields are marked *

17 − one =