୨୦ରୁ ଆରମ୍ଭ ହେବ ରାଜ୍ୟସଭା ଅଧିବେଶନ

୨୦ରୁ ଆରମ୍ଭ ହେବ ରାଜ୍ୟସଭା ଅଧିବେଶନ । ଏହା ଜୁଲାଇ ୨୬ ତାରିଖ ଯାଏ ଚାଲିବ । ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମନ କରିଛନ୍ତି । ସେହିପରି ଆସନ୍ତା ୧୭ ତାରିଖରୁ ଲୋକସଭା ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦମାନେ ଶପଥ ନେବେ । ଆସନ୍ତା ଜୁନ ୧୯ରେ ନୂଆ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୨୦ ତାରିଖରେ ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ସଂସଦର ଉଭୟ ସଦନକୁ ସମ୍ବୋଧିତ କରିବେ ।

Share

Leave a Reply

Your email address will not be published. Required fields are marked *

ten + sixteen =