ବାଜିଲା ରାଜ୍ୟସଭା ବିଗୁଲ

ଭୁବନେଶ୍ୱର()  ଜୁଲାଇ ୫ରେ ରାଜ୍ୟସଭା ଉପନିର୍ବାଚନ ।ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶାର ୩ ଆସନରେ ପାଇଁ ବିଜ୍ଞପ୍ତି ପ୍ରକାଶ । ସେହିପରି ଗୁଜୁରାଟରେ ୨ଟି ଆସନ ଏବଂ ବିହାରର ଗୋଟଏ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଅଚ୍ୟୁତ ସାମନ୍ତ, ପ୍ରତାପ ଦେବ, ସୌମ୍ୟ ପଟ୍ଟନାୟକ ଇସ୍ତଫା ଦେଲା ପରେ ଏହି ଆସନ ଖାଲି ପଡିଥିଲା । ତେବେ ଏହି ତିନୋଟି ଆସନ ବିଜେଡି ଖାତାକୁ ଯିବ କାରଣ ବିଜେଡି ପାଖରେ ସଂଖ୍ୟାଗରିÂତା ରହିଛି ।

Share

Leave a Reply

Your email address will not be published. Required fields are marked *

5 × 4 =