୩ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ପରେ ସାଇନ ଡାଏ ଘୋଷଣା

ନୂଆଦିଲ୍ଲୀ()  ରାଜ୍ୟସଭାକୁ ସାଇନ ଡାଏ ଘୋଷଣା କରାଯାଇଛି । ଅନେକ ସାଂସଦ କରୋନାରେ ଆ୍ରକାନ୍ତ ହେବା ପରେ ରାଜ୍ୟ ସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଏନେଇ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ  ଭେଙ୍କେୟା ନାଇଡୁ ସୂଚନା ଦେଇଛନ୍ତି । ବିଭିନ୍ନ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ସତ୍ତ୍ୱେ ସାଂସଦମାନେ କରୋନା ସଂକ୍ରମିତ ହେବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବିଜନେସ ଆଡଭାଇଜରି କମିଟିରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।  ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ପରେ ସାଇନ ଡାଏ ଘୋଷଣା କରାଯାଇଛି ।

 

Share

Leave a Reply

Your email address will not be published. Required fields are marked *

20 − fourteen =