ଗିରଫ ହେଲା ରେଲୱେ ମନ୍ତ୍ରୀଙ୍କ ନକଲି ପିଏ

ନୂଆଦିଲ୍ଲୀ: ଦିଲ୍ଲୀରୁ ଗିରଫ ହେଲା ଅଭିଯୁକ୍ତ ଗୋପାଳ ଶତପଥୀ ଗିରଫ ଓ ଗିରଫ କଲା ଚନ୍ଦ୍ରଶେଖର ପୁର ଥାନା ପୋଲିସ । ରେଲୱେ ଅଧିକାରୀଙ୍କ ବଦଳି, ଚାକିରୀ, ମେଡିକାଲ ଇକ୍ୟୁପମେଣ୍ଟ ଇତ୍ୟାଦି ଗୋଟିଏ ଚୁଟକୀରେ କରେଇଦେବାର ଲୋଭ ଦେଖାଇ ଅଫିସରଙ୍କୁ ଚୁନା ଲଗାଉଥିଲା ଏହି ୪୨୦ ଠକ ।ଦିଲ୍ଲୀରେ ରହି ଗୋଟିଏ ଗ୍ୟାଙ୍ଗ ତିଆରି କରିଥିଲା ଓ ଓଡିଶା ଲୋକ ଦିଲ୍ଲୀ ଗାଜିଆବାଦରୁ କରୁଥିଲା ଅପରେସନ । ଖୋର୍ଦ୍ଧା ଜଣେ ସେକ୍ସନ ଅଫିସରଙ୍କୁ ଥିବା ଏଗ ଙ୍କୁ ଅଫିସରଙ୍କ ବଦଳି ନେଇ ଫୋନ କଲ କରି ଗିରଫ ହେଲା ଏହି ଠକଓ ପୂର୍ବରୁ ଜଣେ ନକଲି ପିଏକୁ ଗଜିଆ ବା ଦରୁ ଗିରଫ କରିଥିଲା ପୋଲିସ । ଠକକୁ ଦିଲ୍ଲୀରୁ ଗିରଫ କରିବା ପରେ ଟ୍ରାଂଜିଟ ରିମାଣ୍ଡରେ ଆଣିଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

10 − nine =