ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟି ଅନୁଦାନ

ନୂଆଦିଲ୍ଲୀ() ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟି ଅନୁଦାନ । ଅନୁଗୁଳ- ସୁକିନ୍ଦା ଲାଇନ ପାଇଁ ୪୫୦ କୋଟି ଅନୁଦାନ । ହରିଦାସପୁର- ପାରାଦୀପ ପାଇଁ ୧୦୦ କୋଟି । ଖୋର୍ଦ୍ଧା- ବଲାଙ୍ଗିର ଲାଇନ ପାଇଁ ୫୨୦ କୋଟି । ତାଳଚେର- ବିମଳାଗଡ ପାଇଁ ୧୪୦ କୋଟି । ଜୟପୁର- ମାଲକାନଗିରି ପାଇଁ ୩୩ କୋଟି ଅନୁଦାନ । ଜୟପୁର- ନବରଙ୍ଗପୁର ପାଇଁ ୨୦ କୋଟି । ଖୋର୍ଦ୍ଧା ରୋଡ- ବିଜୟ ନଗରମ ପାଇଁ ୨୦ କୋଟି । ସମ୍ବଲପୁର- ତାଲଚେର ଲାଇନ ଦୋହରୀକରଣ ପାଇଁ ୨୯୨ କୋଟି । ସମ୍ବଲପୁର- ଟିଟିଲାଗଡ ଦୋହରୀକରଣ ପାଇଁ ୩୮୨ କୋଟି । ଟିଟିଲାଗଡ- ବିଜୟନଗରମ ୩ୟ ଲାଇନ ପାଇଁ ୩୮୦ କୋଟି । ବଂଶପାଣି-ଦୈତାରୀ- ଟମକା- ଟଖପୁରା ପାଇଁ ୮୦ କୋଟି । ବୃନ୍ଦାମାଲ- ଝାରସୁଗୁଡା ଫ୍ଲାଏଓଭର କନେକ୍ସନ ପାଇଁ ୧୧୦ କୋଟି । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୧୦୨ କୋଟି । ଜରପଡା- ବୁଢାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ ପାଇର୍ ୧୧୮ କୋଟି । ବୁଢାପଙ୍କ- ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୨୦୫ କୋଟି । କୋରାପୁଟ- ସିଙ୍ଗାପୁର ରୋଡ ପାଇଁ ୨୦୧ କୋଟି । ଝାରସୁଗୁଡା- ବିଳାସପୁର ଚତୁର୍ଥ ଲାଇନ ପାଇଁ ୨୮୦ କୋଟି । ରାଉରକେଲା – ଝାରସୁଗୁଡା ତୃତୀୟ ଲାଇନ ପାଇଁ ୧୭୦ କୋଟି । ପୂର୍ବତନ ରେଲୱେକୁ ମୋଟ ୫,୮୬୫ କୋଟି ଟଙ୍କାର ଅନୁଦାନ ।

Share

Leave a Reply

Your email address will not be published. Required fields are marked *

five × 4 =