ରୌପ୍ୟ ପଦକ ଜିତିଲେ ରବି ଦାହିୟା

ଟୋକିଓ: ଅଲିମ୍ପିକ୍ସ ଭାରତକୁ ଆଉ ଏକ ପଦକ । ଫାଇନାଲରେ ହାରିଥିଲେ ସୁଦ୍ଧା ଦେଶ ଲାଗି ରୌପ୍ୟ ପଦକ ଜିତିଛନ୍ତି ରେସଲର ରବି ଦାହିୟା । ୫୭ କେଜି ବର୍ଗରେ ସେ ଋୁଷିୟାର ଜୟୁର ଉଗଭେଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହି ପଦକ ସହ ଭାରତକୁ ଦ୍ୱିତୀୟ ରୌପ୍ୟ ପଦକ ମିଳିଛି । ଆଜି ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ଜିତିଥିବା ଖୁସି ଚାଲିଥିବା ବେଳେ ପୁଣି ରବି ଦାହିୟାଙ୍କ ରୌପ୍ୟ ପଦକ ଖୁସି ଦ୍ୱିଗୁଣିତ କରିଛି ।

Share

Leave a Reply

Your email address will not be published. Required fields are marked *

2 × 2 =