ରେସଲିଂ ଫାଇନାଲରେ ରବି ଦହିଆ

ଟୋକିଓ: ଭାରତର ଆଉ ଏକ ପଦକ ନିଶ୍ଚିତ । ରେସଲିଂରେ ଫାଇନାଲରେ ପ୍ରବେଶ କରିଛନ୍ତି ରବି ଦହିଆ । ସେମିରେ କାଜାଖସ୍ତାନର ନୁରିସ୍ଲାମଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ତେବେ ଫାଇନାଲ ହାରିଲେ ମଧ୍ୟ ରୌପ୍ୟ ପଦକ ସୁନିଶ୍ଚିତ । ତେବେ ଫାଇନାଲ ଜିତିଲେ ସ୍ୱର୍ଣ୍ଣ ପଦକ ଜିତିବେ ରବି । ଯାହାକି ଭାରତ ଲାଗି ଗର୍ଭ ଏବଂ ଗୌରବର ବିଷୟ ହେବ । ଏବେ ସବୁଠି ଏହି ଖବର ପାଇବା ପରେ ଖୁସିର ଲହରୀ ଖେଳିଯାଇଛି ।

Share

Leave a Reply

Your email address will not be published. Required fields are marked *

4 + two =