ଜାମ୍ମୁକାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି

ଜାମ୍ମୁକାଶ୍ମୀରରେ ଆଜି ଠାରୁ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ଏହା ପୁର୍ବରୁ ସେଠାରେ ଥିବା ରାଜ୍ୟପାଳ ଶାସନକୁ ଉଠାଇ ଦିଆଯାଇଛି । ରାଜ୍ୟପାଳଙ୍କ ରିପୋର୍ଟ ଆଧାରରେ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

eighteen + 16 =