ଭେଣ୍ଟିଲେଟରରେ ପିପିଲି ବିଧାୟକ

ଭୁବନେଶ୍ୱର() ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ଡାକ୍ତରମାନେ ତାଙ୍କୁ ୪୮ଘଣ୍ଟାର ଅବଜରଭେସନରେ ରଖିଛନ୍ତି।

ନିକଟତମ ସୂତ୍ରରୁ ମିଳିଥିବା ଅନୁସାରେ, ସେ କୋଭିଡ-୧୯ ସଂକ୍ରମିତ ହେବାପରେ ତାଙ୍କୁ ଖଣ୍ଡଗିରିରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଗତକାଲିଠୁ ଡାକ୍ତରମାନେ ତାଙ୍କୁ ୪୮ଘଣ୍ଟାର ଅବଜରଭେସନରେ ରଖିଛନ୍ତି।

Share

Leave a Reply

Your email address will not be published. Required fields are marked *

7 − six =