ଚାରି ସପ୍ତାହ ଘୁଞ୍ଚିଲା ପୋଲାଭରମ ମାମଲାର ଶୁଣାଣି

ନୂଆଦିଲ୍ଲୀ()   ଘୁଞ୍ଚିଲା ପୋଲାଭରମ ପ୍ରକଳ୍ପ ମାମଲାର ଶୁଣାଣି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ନୂଆ ଆଡଭୋକେଟ ନିଯୁକ୍ତ ହୋଇଥିବାରୁ ଶୁଣାଣିକୁ ଚାରି ସପ୍ତାହ ଘୁଞ୍ଚାଇ ଦିଆଯାଇଛି । ଆନ୍ଧ୍ର ସରକାର ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ ।ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏନ୍. ଭି ରମନ୍ନାଙ୍କ ଦ୍ବାରା ଗଠିତ ୩ ଜଣିଆ ଖଣ୍ଡପୀଠରେ ପୋଲାଭରମ୍ ମାମଲାର ଶୁଣାଣି କରିଥିଲେ ।

Share

Leave a Reply

Your email address will not be published. Required fields are marked *

eleven + 6 =