ଅଯୋଧ୍ୟା ରାୟ ପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ () ଅଯୋଧ୍ୟା ରାୟ ପରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ସୁପ୍ରିମକୋର୍ଟ ଶୁଣାଣି ପୂରା ନ୍ୟାୟିକ ପ୍ରକ୍ରିୟାରେ ହୋଇଛି । ଦୀର୍ଘ ୭୦ ବର୍ଷର ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି । ଏହା କୌଣସି ବିଜୟ କି ପରାଜୟର କଥା ନୁହେଁ ବରଂ ନୂଆ ଭାରତର ନୂଆ ସକାଳ ଗଠନ ପାଇଁ ଅଯୋଧ୍ୟା ରାୟ ଆମ ପାଇଁ ଏକ ଉତ୍ସ ପାଲଟିଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ଏକ ନୂଆ ଭାବନାରେ ବଞ୍ଚିବା ଆଉ ନୂଆ ଭାରତ ଗଢିବା ।

ଏହା କୌଣସି ବିଜୟ କି ପରାଜୟର କଥା ନୁହେଁ ବରଂ ନୂଆ ଭାରତର ନୂଆ ସକାଳ ଗଠନ ପାଇଁ ଅଯୋଧ୍ୟା ରାୟ ଆମ ପାଇଁ ଏକ ଉତ୍ସ ପାଲଟିଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ଏକ ନୂଆ ଭାବନାରେ ବଞ୍ଚିବା ଆଉ ନୂଆ ଭାରତ ଗଢିବା ।

Share

Leave a Reply

Your email address will not be published. Required fields are marked *

seven + 9 =