ଆସିଲା ପିଏମ କିଷାନର ୩ୟ କିସ୍ତି ଟଙ୍କା

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ କୃଷକ ନିଧି ବା ପିଏମ କିଷାନ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକ ତୁମୁକୁରୁ ଠାରେ ପିଏମ କିଷାନ ତୃତୀୟ କିସ୍ତି ପ୍ରଦନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ବର୍ଷକୁ ଦୁଇଥର ପିଏମ କିଷାନ ଟଙ୍କା ମିଳିବ । ଥରକୁ ୬ ହଜାର ଲେଖାଏଁ ମିଳିବ ପିଏମ କିଷାନ ଟଙ୍କା ।

Share

Leave a Reply

Your email address will not be published. Required fields are marked *

15 − 5 =