ପୁଣି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ()     ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଯୋଗୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମଧ୍ୟ ହ୍ରାସ ହେବାରେ ଲାଗିଛି। ଏଣୁ ବୁଧବାର ଦିନ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ସଂଶୋଧିତ ଦର ବୁଧବାର ସକାଳ ୬ଟାରୁ ସାରା ଦେଶରେ ଲାଗୁ ହୋଇଛି। ପେଟ୍ରୋଲ ୨ଟଙ୍କା ୬୯ପଇସା କମି ପ୍ରତି ଲିଟର ୭୦.୨୦ ରହିଛି ।ସେହିପରି ଡିଜେଲ ଦାମ୍‌ ୨ଟଙ୍କା ୩୩ ପଇସା କମି ୬୩.୦୧ରେ ରହିଛି ।

Share

Leave a Reply

Your email address will not be published. Required fields are marked *

6 + one =