ଜାମିନ ପରେବି ଜେଲରେ ରହିବେ

ହରିଆନା–କାଷ୍ଟ୍ରେସନ ଅଭିଯୋଗରେ ଗିରଫ ହୋଇଥିବା ଗୁରୁମିତ ରାମ ରହିମ ସିଂକୁ ପଂଚକୁଳା ସିବିଆଇ କୋର୍ଟ ଆଜି ଜାମିନ ପ୍ରଦାନ କରିଛି । ଜାମିନ ପରେବି ରାମ ରହିମ ଜେଲରେ ରହିବେ । କାରଣ ସେ ଏକ ଧର୍ଷଣ ଅଭିଯୋଗ ମାମଲାରେ ୨୦ ବର୍ଷ ପେଇଁ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି । କାଷ୍ଟ୍ରେସନ ମାମଲାରେ ସିବିଆଇ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ତାଙ୍କ ସହ ୨ଜଣ ଡାକ୍ତର ମଧ୍ୟ ଗିରଫ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

two × 5 =