କାହିଁକି ଘୁଞ୍ଚିଲା ପଦ୍ମ ପୁରସ୍କାର ଉତ୍ସବ ଜାଣନ୍ତ

ନୂଆଦିଲ୍ଲୀ() ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେଶରେ ୮୩ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । କରୋନା ପାଇଁ ଘୁଞ୍ଚିଛି ପଦ୍ମ ପୁରସ୍କାର ପ୍ରଦାନ ସମାରୋହ । ଏପ୍ରିଲ ୩ ରେ ରାଷ୍ଟ୍ରପତି ଭବନରେ ହେବାର ଥିଲା ଏହି ସମାରୋହ । ପୁାସ୍କାର ସମାରୋହ ପାଇଁ ନୂଆ ତାରିଖ ପରେ ଘୋଷଣା କରାଯିବ ।

Share

Leave a Reply

Your email address will not be published. Required fields are marked *

fifteen − 14 =