ଦିଲ୍ଲୀରେ ଆରମ୍ଭ ହେଲା ଅନଲକ୍‌-୭

ନୂଆଦିଲ୍ଲୀ: ନୂଆ ନିର୍ଦ୍ଦେଶନାମା ମୁତାବକ ସୋମବାର ଅର୍ଥାତ ଜୁଲାଇ ୧୨ ତାରିଖରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ । ହେଲେ ସାଧାରଣ ଭାବେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ ।

କୌଣସି ପ୍ରକାର ପ୍ରଶିକ୍ଷଣ ଉପରେ କଟକଣା କୋହଳ କରାଯିବା ସହ ଡିଡିଏମଏ ର ଅନୁମତିକୁ ଅନାବଶ୍ୟକ କରାଯାଇଛି । ଏକାଡେମିକ ସମାବେଶକୁ ଅନୁମତି ଦିଆଯାଇଛି । ଯେପରିକି ଗୋଟିଏ କାର‌୍ୟ୍ୟ, ବକ୍ତୃତା କିମ୍ବା ଏଜୁକେଶନାଲ ଟେନିଂ ପାଇଁ କଟକଣା କୋହଲ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × 4 =