କାଲିଠାରୁ ଅଲିମ୍ପିକ୍ ଯୋଗ୍ୟତା ଲଢେ଼ଇ

ଭୁବନେଶ୍ୱର()  କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଦୁଇ ଦିନ ଧରି ଖେଳାଯିବାକୁ ଥିବା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଅନୁÂିତ ହେବ । ଏ ନେଇ ରାଜଧାନୀ ଭୁବନେଶ୍ୱର ସହ ସମଗ୍ର ଓଢ଼ିଶାର ହକି ପ୍ରେମୀ ବେଶ୍ ଉତ୍ସାହିତୟ ଅ ।ସନ୍ତା ବର୍ଷର ଟୋକିଓ ଅଲିମ୍ପିr ଟିକେଟ ପାଇଁ ହେବାକୁ ଥିବା ଏହି ଦୁଇ ଦିନିଅ । ଲତେଇରେ ଭାରତୀୟ ମହିଳା ଏବଂ ପୁରୁଷ ହକି ଦଳ ଲଗାତାର ଦୁଇ ଦିନରେ ଦୁଇଟି ମ୍ୟାଚ୍ ଖେଳିବେୟ ଭାରତୀୟ ପୁରୁଷ ଦଳ ରୁଷିଅ ।ର ମୁକାବିଲା କରିବ । ଅନ୍ୟପକ୍ଷରେ ମହିଳା ଦଳ ଅ ।ମେରିକାକୁ ଭେଟିବ । କଳିଙ୍ଗରୁ ହିଁ ଉଭୟ ଦଳ ଅ ।ଉ ଏକ ଅଲିମ୍ପିrରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ପଢ଼ିଅ ।କୁ ଓହ୍ଲାଇବେ ।

୨୦୧୬ରେ ଭାରତୀୟ ମହିଳା ଦଳ ଦ୍ୱିତୀୟ ଥର ଅଲିମ୍ପିr ଖେଳିଥିଲା । ବ୍ରାଜିଲର ରିଓଠାରେ ଦୀର୍ଘ ୨୮ ବର୍ଷ ପରେ ଅଲିମ୍ପିr ଖେଳି ଭାରତୀୟ ମହିଳା ହକି ଦଳ ଦ୍ୱାଦଶ ସ୍ଥାନରେ ରହିଥିଲା । ଲିଗ୍ ପର୍ଯ୍ୟାୟର ୫ ମୁକାବିଲାରୁ ଭାରତୀୟ ମହିଳା ଦଳ ବିଜୟ ଶୂନ୍ୟ ରହିଥିଲା । ·ରିଟି ମ୍ୟାଚ୍ ହାରିବା ସହ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖିଥିଲା । ଅନ୍ୟପକ୍ଷରେ ୧୯୮୦ରେ ମହିଳା ହକି ଅଲିମ୍ପିrରେ ସାମିଲ ହେବାପରଠାରୁ ଅ ।ମେରିକା ୫ ଥର ବିଶ୍ୱ କ୍ରୀଡ଼ÿାର ଏହି ସର୍ବବୃହତ ମହୋତ୍ସବରେ ଅଂଶଗ୍ରହଣ କରି ସାରିଛି ।

ଭାରତୀୟ ପୁରୁଷ ହକି ଦଳକୁ ଅଲିମ୍ପିr ଇତିହାସର ସଫଳତମ ଦଳର ମାନ୍ୟତା ମିଳେ । ଭାରତ ଅଲିମ୍ପିrରେ ୮ ସ୍ୱର୍ଣ୍ଣ, ୧ ରେପ୍ୟ ଏବଂ ୨ କାଂସ୍ୟ ପଦକ ସହ ମୋଟ ୧୧ ପଦକ ଜିତିଛି । ୧୯୨୮ରୁ ୧୯୫୬ ମସିହା ମଧ୍ୟରେ ଖେଳିଥିବା ୬ ଅଲିମ୍ପିrରେ ଭାରତୀୟ ପୁରୁଷ ଦଳ ଗୋଟିଏ ହେଲେ ବି ମ୍ୟାଚ୍ ହାରି ନଥିଲା । ଭାରତୀୟ ହକି ଦଳ ଏ ପର୍ଯ୍ୟନ୍ତ ୨୦ ଅଲିମ୍ପିr ଖେଳି ସାରିଛି । ୨୦୦୮ରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ହକି ଦଳ ବେଜିଂ ଅଲିମ୍ପିr ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା । ହେଲେ ଗତ ଦୁଇଟି ଅଲିମ୍ପିrରେ ଭାରତ ଖେଳିଥିଲା । ଲଣ୍ଡନ (୨୦୧୨) ଏବଂ ରିଓ (୨୦୧୬)ରେ କିନ୍ତୁ ଭାରତୀୟ ଦଳର ପ୍ରଦର୍ଶନ ନେରାଶ୍ୟଜନକ ଥିଲା । ଲଣ୍ଡନରେ ଭାରତ ଦ୍ୱାଦଶ ଏବଂ ଗତ ରିଓ ଅଲିମ୍ପିrରେ ଅଷ୍ଟମ ସ୍ଥାନରେ ରହିଥିଲା । ଲଣ୍ଡନରେ ଭାରତୀୟ ଦଳ ଗୋଟିଏ ହେଲେ ବି ମ୍ୟାଚ୍ ଜିତି ନଥିଲା । ରିଓରେ ୨ ମ୍ୟାଚ୍ ଜିତିବା ସହ ଗୋଟିକୁ ଅମୀମାଂସିତ ରଖିଥିଲା । ଅନ୍ୟ ପକ୍ଷରେ ତିନିଟି ମ୍ୟାଚ୍ ହାରିଥିଲା । ଅଲିମ୍ପିrରେ ଭାରତ ୭୬ ମ୍ୟାଚ୍ ଜିତିଥିଲା ବେଳେ ୩୩ ମ୍ୟାଚ୍ ହାରିଛି ମାତ୍ର ୧୪ ମ୍ୟାଚ୍ ଅମୀମାଂସିତ ରଖିଛି । ଭାରତ ସଂପ୍ରତି ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ରୁଷିଅ । କେବେ ବି ବିଶ୍ୱକପ୍ କିମ୍ବା ଅଲିମ୍ପିr ପାଇଁ ଯୋଗ୍ୟତା ଅର୍ଜନ କରିନାହିଁ । ସେମାନେ କେବଳ ·ରିଟି ୟୁରୋପୀୟ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ବିଶ୍ୱ ହକି ମାନ୍ୟତାରେ ରୁଷିଅ । ସଂପ୍ରତି ୨୨ତମ ସ୍ଥାନରେ ରହିଛି । ଅବଶ୍ୟ ରୁଷିଅ । ଦଳର କଳିଙ୍ଗ ଷ୍ଟାଡିୟମରେ ଖେଳିବାର ଅଭିଜ୍ଞତା ରହିଛି । ଏଠାରେ ଖେଳିଥିବା ଏଫ୍ଅ ।ଇଏଚ୍ ସିରିଜ୍ ଫାଇନାଲରେ ଭାରତଠାରୁ ରୁଷିଅ । ୦-୧୦ ଗୋଲ୍ରେ ପରାସ୍ତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

twenty + twelve =