ଏଣିକି ପାଣି ବିଲ ଦେବେନି ଦିଲ୍ଲୀବାସୀ

ନୂଆଦିଲ୍ଲୀ()   ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି।ପାଣିର ବକେୟା ବିଲ ଛାଡ କରିବା ନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜରିୱାଲ ।ଏହି ଯୋଜନା ଅନୁସାରେ ଲୋକଙ୍କର ପାଣିର ବକେୟା ବିଲକୁ ଛାଡ଼ କରାଯାଇଛି। ନଭେମ୍ବର ୩୦ ପୂର୍ବରୁ ଯେଉଁମାନେ ନିଜ ଘରେ ପାଣି ମିଟର ଲଗାଇଥିବେ ସେମାନେ ଏହି ଯୋଜନାର ଲାଭ ନେଇପାରିବେ।ଏହି ଯୋଜନାରେ ଦିଲ୍ଲୀର ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଭିନ୍ନ ଭିନ୍ନ ରିହାତି ମିଳିବ ବୋଲି ଜଣାପଡ଼ିଛି।ଏହି ଯୋଜନାରେ ସରକାରଙ୍କ ରାଜକୋଷକୁ ୬ଶହ କୋଟି ଟଙ୍କା ଆସିବ ।

Share

Leave a Reply

Your email address will not be published. Required fields are marked *

three + 16 =