ସୁପ୍ରିମକୋର୍ଟ ଖାରଜ କଲେ ନିର୍ଭୟା ଦୋଷୀର କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ() ନିର୍ଭୟା ମାମଲାରେ ଫାଶୀକୁ ଟାଳିବା ପାଇଁ ନିର୍ଭୟା ଦୋଷୀ ପବନ ସୁପି୍ରମକୋର୍ଟରେ ଦାଖଲ କରିଥିବା କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି । ପବନ ତାର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡ କରିବା ପାଇଁ ପିଟିସନ ଦାଖଲ କରିଥିଲା । କିନ୍ତୁ ସୁପି୍ରମକୋର୍ଟ ଏହାକୁ ଖାରଜ କରିବା ପରେ ନିର୍ଭୟା ଦୋଷୀଙ୍କର ଫାଶୀ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ପୁର୍ବରୁ ଅନ୍ୟ ୩ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇଥିଲା ।

ସୂଚନା ଅନୁସାରେ, ଆସନ୍ତାକାଲି ୩ ତାରିଖରେ ନିର୍ଭୟା ୪ ଦୋଷୀଙ୍କୁ ଫାଶୀ ପାଇଁ ଶୁଣାଣି ହୋଇଥିଲା । ଆସନ୍ତାକାଲି ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ପାଇଁ କୋର୍ଟ ଶୁଣାଣି କରିଥିଲେ ।

Share

Leave a Reply

Your email address will not be published. Required fields are marked *

13 − 9 =