ସ୍ୱର୍ଣ୍ଣ ପଦକ ଜିତଲେ ନୀରଜ

ଟୋକିଓ: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ନିରଜ ଚୋପ୍ରା । ଟ୍ରାକ ଆଣ୍ଡ ଫିଲ୍ଡରେ ପ୍ରଥମ ଭାରତୀୟ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ୱାଧିନ ଭାରତର ପ୍ରଥମ ଆଥଲେଟ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିରଜଙ୍କ ସ୍ୱର୍ଣ୍ଣ ପଦକ ମିଶାଇ ଭାରତକୁ ମିଳିଲା ୭ ପଦକ । ଚଳିତ ୃଳଇମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ନିରଜ ଚୋପ୍ରା । ଜାଭେଲିନ ଥ୍ରୋରେ ସେ ଏହି ପଦକ ଭାରତକୁ ଭେଟି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + one =