ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ଜିତିବା ପରେ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ୧୪ ଟି ସ୍ଥାନରେ ଲମ୍ଫ ଦେଇ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ନୀରଜ ଭାରତ ପାଇଁ ଅଲମ୍ପିକ୍ ଟ୍ରାକ ଆଣ୍ଡ ଫିଲ୍ଡରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଭାରର ପାଇଁ ଇତିହାସ ରଚିଛନ୍ତି । ନୀରଜ ୫୭.୫୮ ମିଟର ଜାଭଲିଙ୍ଗ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ।
ଜର୍ମାନୀର ଜୋହାନେସ ଭେଟର ଟୋକିଓ ଅଲିମ୍ପିକ୍ସରେ ପଦକରୁ ବଞ୍ଚିତ ରହିଥିଲେ ମଧ୍ୟ ସେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନୀରଜ ଅଲମ୍ପିକ୍ସରେ ପହଞ୍ଚିବା ପୁର୍ବରୁ ଇନଷ୍ଟାଗ୍ରାମରେ ତାଙ୍କର ୧,୨୩,୦୦୦ ଜଣ ଅନୁଗାମର ଥିଲେ । କିନ୍ତୁ ଏବେ ସ୍ୱର୍ଣ୍ଣ ପଦକ ହାତେଇବା ପରେ ବର୍ତ୍ତମାନ ତାଙ୍କର ଅନୁମାମୀ ସଂଖ୍ୟା ୩୨ ଲକ୍ଷରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

eight + four =