ବିଜେପୁର ପ୍ରଚାର ମୈଦାନରେ ନବୀନ

ବରଗଡ() ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜେଡି ମୁଖିଆ । ଦୁଇ ଦିନ ଧରି ବିଜେଡି ସୁପ୍ରିମୋ ପ୍ରଚାର କରିବେ । ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିବେ ।
ଆଜି ଲଉମୁଣ୍ଡାରେ ହେଲିକପ୍ଟର ଅବତରଣ କରିବା ପରେ ହାଇଟେକ୍ ବସରେ ପ୍ରଥମେ ବିଜେପୁର ତାପରେ ଅପରାହ୍ନରେ ବରପାଲିରେ ରୋଡ଼ ସୋ କରିବେ ନବୀନ ।

Share

Leave a Reply

Your email address will not be published. Required fields are marked *

fourteen + four =