ନୂଆ ଜିଲା ପର୍ୟ୍ୟବେକ୍ଷକଙ୍କ ନିଯୁକ୍ତି

ଭୁବନେଶ୍ବର()  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତନ ଜିଲା ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଜିଲା ପାଇଁ କାହାକୁ ମିଳିଲା ଦାୟିତ୍ୱ..

ନବରଙ୍ଗପୁରରେ ସଞ୍ଜୟ କୁମାର ଦାସବର୍ମା, ରାୟଗଡ଼ାରେ ସଞ୍ଜୟ କୁମାର ଦାସବର୍ମା, କୋରାପୁଟରେ ଚନ୍ଦ୍ରସାରଥୀ ବେହେରା,ମାଲକାନାଗିରିରେ ଚନ୍ଦ୍ରସାରଥୀ ବେହେର. କଳାହାଣ୍ଡିରେ ନବକିଶୋର ଦାସ, ବରଗଡ଼ରେ ପ୍ରଫୁଲ୍ଲ କୁମାର ମଲ୍ଲିକ, ବଲାଙ୍ଗୀରରେ ସୁଶାନ୍ତ ସିଂ. ଗଞ୍ଜାମରେ ମହେଶ୍ୱର ମହାନ୍ତି,
ଗଜପତିରେ ପୂର୍ଣ୍ଣଚନ୍ଦ୍ର ସ୍ବାଇ. କନ୍ଧମାଳରେ ବିକ୍ରମ କେଶରୀ ଆରୁଖ, ଢେଙ୍କାନାଳରେ ବିଜୟ ନାୟକ,ବୌଦ୍ଧରେ କୃତିବାସ ପାତ,ଅନଗୁଳରେ ନିରଞ୍ଜନ ପୂଜାରୀ, ସମ୍ବଲପୁରରେ ନଳିନୀକାନ୍ତ ପ୍ରଧାନ,ଦେବଗଡ଼ରେ ନଳିନୀକାନ୍ତ ପ୍ରଧାନଙ୍କୁ ଦାୟିତ୍ୱ ମିଳିଥିବା ବେଳେ ସୁନ୍ଦରଗଡ଼ରେ ପ୍ରୀତିରଞ୍ଜନ ଘଡ଼େଇ, କେନ୍ଦୁଝରରେ ଦିବ୍ୟଶଙ୍କର ମିଶ୍ର, ମୟୂରଭଞ୍ଜରେ ପ୍ରଣବ ପ୍ରକାଶ ଦାସ, ବାଲେଶ୍ୱରରେ ପ୍ରତାପ ଜେନା ,ଭଦ୍ରକରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କେନ୍ଦ୍ରାପଡ଼ାରେ ପ୍ରମିଳା ମଲ୍ଲିକ,ଜଗତସିଂହପୁରରେ ଦେବାଶିଷ ସାମନ୍ତରାୟ,ପୁରୀରେ ପ୍ରଦୀପ କୁମାର ଅମାତ,ଖୋର୍ଦ୍ଧାରେ ପ୍ରସନ୍ନ ଆଚାର୍ୟ୍,ନୂଆପଡ଼ାରେ ସୌଭାଗ୍ୟ ନାୟ,କଟକରେ ଉଷା ଦେବୀ, ଯାଜପୁରରେ ଅଶୋକ ଚନ୍ଦ୍ର ପଣ୍ଡା, ନୟାଗଡ଼ରେ ଅମର ପ୍ରସାଦ ଶତପଥୀ, ଝାରସୁଗୁଡ଼ାରେ ପଦ୍ମନାଭ ବେହେରା, ସୁବର୍ଣ୍ଣପୁରରେ ଆୟୂବ ଖାନଙ୍କୁ ଦାୟିତ୍ୱ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

one + four =