ଦିଲ୍ଲୀ ସରକାରଙ୍କୁ ୫୦ ହଜାର କୋଟି ଟଙ୍କାର ଜୋରିମାନା

ନୂଆଦିଲ୍ଲୀ- ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦିଲ୍ଲୀ ସରକାରଙ୍କୁ ୫୦ ହଜାର କୋଟି ଟଙ୍କାର ଜୋରିମାନା କରିଛନ୍ତି । ଦିଲ୍ଲୀରେ ପ୍ରଦୁଷଣ ରୋକିବାରେ ସରକାର ବିଫଳ ହୋଇଥିବା ଅଭିଯୋଗରେ ଏହି ଜୋରିମାନା କରାଯାଇଛି । ଦିଲ୍ଲୀର ପ୍ରଦୁଷଣ ରୋକିବା ପାଇଁ ଏନଜିଟି ବା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦିଲ୍ଲୀର ପ୍ରଦୁଷଣ ରୋକିବା ପାଇଁ ବାରମ୍ବାର ଦିଲ୍ଲୀ ସରକାରଙ୍କୁ ନୋଟିସ କରିଥିଲେ ମଧ୍ୟ ଦିଲ୍ଲୀ ସରକାର ଏହାକୁ ମାନିନଥିଲେ । ଯାହା ଫଳରେ ଦିଲ୍ଲୀରେ ପ୍ରଦୁଷଣ ଲଗାତାର ଭାବରେ ବୃଦ୍ଧି ପାଉଥିଲା ।

Share

Leave a Reply

Your email address will not be published. Required fields are marked *

10 + six =