ଆଦିବାସୀଙ୍କ ବିରୋଧୀ ମୋଦି: ନରସିଂହ

ଭୁବନେଶ୍ବର()   ପଶ୍ଚିମ ଓଡିଶାକୁ ଅଣଦେଖା ଅଭିଯୋଗ ପ୍ରସଙ୍ଗରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି କଂଗ୍ରେସର ବରିଷ୍ଠନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ।ନରସିଂହ କହିଛନ୍ତି ,ପ୍ରଧାନମନ୍ତ୍ରୀ ମୋଦି ଆଦିବାସୀ ବିରୋଧୀ  । ଜୁଏଲ ଓରାମଙ୍କୁ ମନ୍ତ୍ରିମଣ୍ଡଳରେ ନମିଶାଇବା ଭୁଲ ନିଷ୍ପତ୍ତି ମଧ୍ୟ ସେ କହିଛନ୍ତି । କେନ୍ଦ୍ର ଅବହେଳା କରିଛି ପଶ୍ଚିମ ଓଡିଶା ପ୍ରତି । ପଶ୍ଚିମ ଓଡିଶାରୁ ୬ ସାଂସଚ ଗଲେ ମଧ୍ୟ କାହାକୁ ବି ମନ୍ତ୍ରୀ ପଦ ଦିଆଗଲାନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର ।

Share

Leave a Reply

Your email address will not be published. Required fields are marked *

3 × 3 =