ପରିତ୍ୟକ୍ତ ସାମଗ୍ରୀରୁ ବାଦ୍ୟ ଉପକରଣ

ଭବନେଶ୍ବର () ଭଙ୍ଗା ଦଦରା ସାମଗ୍ରୀକୁ ଆମେ ସମସ୍ତେ ଫୋପାଡି ଦେଉଛେ କିମ୍ବା ରଦିବାଲାଙ୍କୁ ବିକ୍ରି କରି ଦେଉଛେ । କିନ୍ତୁ ଏହି ଭଙ୍ଗା ଲୁହା, ଟିଣ, ଡବା, ପ୍ଲାଷ୍ଟିକ ଡ୍ରମ, କଳଙ୍କି ଲଗା ଲୁହା କିମ୍ବା ପ୍ଲାଷ୍ଟିକ ପାଇପ କିମ୍ବା ଫାଟି ଯାଇଥିବା ଡବାକୁ ଆମେ ଫୋପାଡି ଦେଉଛେ । କିନ୍ତୁ ସେଥିରୁ କିଭଳି ଉପକରଣ ପ୍ରସ୍ତୁତ ହୋଇପାରୁଛି ଦେଖନ୍ତୁ । ପରିତ୍ୟକ୍ତ ସାମଗ୍ରୀରୁ ପ୍ରସ୍ତୁତ ଏହି ଦୁଇଟି ବାଦ୍ୟ ଯନ୍ତ୍ରକୁ ଦେଖନ୍ତୁ । ହକି ବିଶ୍ବ  କପ ଅବସରରେ କିଛି କଳାକାର ଏଭଳି କଳାକୃତିର ପ୍ରଦର୍ଶନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 1 =