ବିଜ୍ଞାପନ – ଭ୍ରମଣ ପାଇଁ କୋଟି କୋଟି

ପ୍ର•ର ମାନିଅ । ମୋଦି ସରକାର । ୨୦୧୪ରୁ ବିଜ୍ଞାପନ ପାଇଁ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୫ ହଜାର ୨୦୦ କୋଟି । ଏନେଇ ଲୋକସଭାରେ ଲିଖିତ ଭାବେ ଉତ୍ତର ରଖିଛନ୍ତି କେନ୍ଦ୍ର ସୁଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । ବିଜ୍ଞାପନ ବାବଦରେ ବିଜେପି ସରକାର ଗତ ୨୦୧୪ରୁ କ୍ଷମତାକୁ ଅ ।ସିବା ପରେ ପାଖାପାଖି ୫ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି ।
ଲୋକସଭାରେ କେନ୍ଦ୍ରମନ୍ତ୍ରୀ ରଖିଥିବା ଲିଖିତ ତଥ୍ୟ ମୁତାବକ, ୨୦୧୪-୧୫ ମସିହାରେ ୯୭୯ କୋଟି, ୨୦୧୫-୧୬ ବର୍ଷରେ ୧୧୬୦ କୋଟି, ୨୦୧୬-୧୭ ବର୍ଷରେ ୧୨୬୪ କୋଟି ଏବଂ ୨୦୧୭-୧୮ ଅ ।ର୍ଥିକ ବର୍ଷରେ ୧୩୧୩ କୋଟି ଟଙ୍କା ବିଜ୍ଞାପନ ବାବଦରେ ମୋଦି ସରକାର ଖର୍ଚ୍ଚ କରିଛନ୍ତି । ଏହାସହ ଅ ।ଗୁଅ । ୨୦୧୮-୧୯ ପାଇଁ ମଧ୍ୟ ୫୨୭ କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିବା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ।
କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ମୁତାବକ ବିଜେପି ସରକାର ସବୁଠାରୁ ଅଧିକ ଖର୍ଚ୍ଚ ଯଥା ୨ ହଜାର ୩୧୨ କୋଟି ଟଙ୍କା ବୈଦ୍ୟୁତିକ ଗଣମାଧ୍ୟମ, କମ୍ୟୁନିଟି ରେଡିଓ, ଡିଜିଟାଲ ସିନେମା ଜରିଅ ।ରେ ଖର୍ଚ୍ଚ ହୋଇଥିବାବେଳେ ୨ ହଜାର ୨୮୨ କୋଟି ଟଙ୍କା ସମ୍ବାଦ ପତ୍ରିକା କେନ୍ଦ୍ର ସରକାରଙ୍କ ବିଜ୍ଞାପନ ବାବଦରେ ଖର୍ଚ୍ଛ କରିଛନ୍ତି ଏବଂ ୬୫୧ କୋଟି ଟଙ୍କା ବାହ୍ୟ ପ୍ର•ର ପ୍ରସାରରେ ଖର୍ଚ୍ଚ କରିଛ”ି ମୋଦି ସରକାର ଏଭଳି ବ୍ୟୟବହୁଳ ବିଜ୍ଞାପନ ଖର୍ଚ୍ଚ ଟେଲିଭିଜନ, ଇଂଣ୍ଟର ନେଟ, ଏମଏମଏମସ ମଧ୍ୟମରେ ବ୍ୟୟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one + 14 =