ଚଳିତବର୍ଷ ଏହି କାରଣ ପାଇଁ ହୋଲି ଖେଳିବେନି ମୋଦି

ନୂଆଦିଲ୍ଲୀ()  ଚଳିତବର୍ଷ ହୋଲି ଖେଳିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ପାଇଁ ସେ ହୋଲି ଖେଳିବେନି । ଏନେଇ ସେ ନିଜ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ହୋଲି ଭଳି ମିଳନ ଉତ୍ସବରେ ସାମିଲ ହେବେନି ବୋଲି ସେ କହିଛନ୍ତି । କରୋନା ନେଇ ବିଶେଷଜ୍ଞମାନେ ଦେଇଥିବା ପରାମର୍ଶ ଅନୁସାରେ ଜନସମାବେଶକୁ ହ୍ରାସ କରିବାକୁ ପଡ଼ିବ ତେଣୁ ସେ ହୋଲି ଖେଳିବେନି ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + seventeen =