ସୀମାରେ ସେନାଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ() ଲେହ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ସରପ୍ରାଇଜ୍ । ସେନାର ମନୋବଳ ବଢାଇବା ପାଇଁ ମୋଦି ଗସ୍ତ କରିଛନ୍ତି । ସୀମାରେ ଉତ୍ତେଜନା ସମୟରେ ଲଦାଖରେ ମୋଦି । ଲେହ ଏୟାରପୋର୍ଟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଗଲଓ୍ବାନ ଘାଟି ଯିବା ନେଇ ସୂଚନା ମିଳିନି । ସ୍ଥଳସେନା, ବାୟୁସେନା ଓଞଈଚ ଯବାନଙ୍କୁ ଭେଟୁଛନ୍ତି ମୋଦି । ସୀମାରେ ମୁତୟନ ସେନା ସହ ମୋଦିଙ୍କ ଆଲୋଚନା । ସ୍ଥିତି ସଂପର୍କରେ ମୋଦିଙ୍କୁ ସୂଚନା ଦେଉଛନ୍ତି ସେନା ଅଫିସର ।

ମୋଦିଙ୍କ ସହ ଲେହ ଯାଇଛନ୍ତି ଉଊଝ ବିପିନ ରାୱତ । ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ହେବା ପରେ ସୀମାରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଉଭୟ ଦେଶ ସୀମାରେ ଭାରି ସେନାବଳ ସହ ଯୁଦ୍ଧାସ୍ତ୍ର ଏବଂ କ୍ଷେପଣାସ୍ତ୍ର ମୁତୟନ କରିଛନ୍ତି । ଉଭୟ ଦେଶର ସେନାସ୍ତରୀୟ ଆଲୋଚନାରେ କୌଣସି ସମାଧାନର ସୂତ୍ର ବାହାରିପାରିନି ।

Share

Leave a Reply

Your email address will not be published. Required fields are marked *

10 + 14 =