କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟର ଜଣେ ବିଧାୟକ

ଭୁବନେଶ୍ୱର() କରୋନାରେ ଆକ୍ରାନ୍ତ ହେଲେ ବିଧାୟକ । ରାଜ୍ୟରେ ପ୍ରଥମଥର ପାଇଁ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ସଂପୃକ୍ତ ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି ।

ସେପଟେ କରୋନା ପାଇଁ ବିଧାନସଭାର ସବୁ କମିଟି ବୈଠକ ବାତିଲ୍ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ବିଧାନସଭା ବାଚସ୍ପତିି ସୂର୍ଯ୍ୟନାରାୟଣ ପାତ୍ର ।

ତେବେ ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

5 × 2 =