ମନ୍ତ୍ରୀପଦ ଛାଡିଲେ ଏମ ଜେ ଆକବର

ନୂଆଦିଲ୍ଲୀ–କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବର ଆଜି ଇସ୍ତଫା ଦେଇଛନ୍ତି । ମିଠୁ କ୍ୟାମ୍ପେନରେ ତାଙ୍କ ବିରୁଦ୍ଧରେ ୨୦ଜଣ ମହିଳା ସାମ୍ବାଦିକ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଆକବର ବିଦେଶ ଗସ୍ତରୁ ଫେରିବା ପରେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଅଭିଯୋଗକାରିଣୀ ମହିଳା ସାମ୍ବାଦିକ ପ୍ରିୟା ରମାନୀଙ୍କ ବିରୁଧରେ ଏକ ମାନହାନୀ ମକଦ୍ଦମା କରିଥିଲେ । ହେଲେ ଆଜି ହଠାତ ଆକବର ନାଟକୀୟ ଭାବରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏବଂ ସେ ଏଥିପାଇଁ ଦଳ ଭିତରୁ ଓ ବାହାରୁ ପ୍ରବଳ ଚାପରେ ଥିଲେ ।

Share

Leave a Reply

Your email address will not be published. Required fields are marked *

two × 3 =