ନଜର ପକାନ୍ତୁ ଟୋକିଓ ଅଲିମ୍ପିକ୍ସରେ କେଉଁ ଦେଶ କୋତୋଟି ପଦକ ଜିତଛନ୍ତି

ଟୋକିଓ: ଅଲିମ୍ପିକ୍ସରେ ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ । ସବୁ ଦେଶ ପଦକ ଲାଗି କଡା ଟକ୍କର ଦେଇଛନ୍ତି । ତେବେ ପଦକ ତାଲିକାରେ ଶୀର୍ଷରେ ରହିଛି ଚୀନ । କିନ୍ତୁ ସବୁଠୁ ଅଧିକ ପଦକ ଜିତଛି ଆମେରିକା । ଚିନ ଅଧିକ ସ୍ୱର୍ଣ୍ଣ ପଦକ ଜିତଥିବାରୁ ଶୀର୍ଷରେ ରହିଛି । ତେବେ ଭାରତ ଏହି ପଦକ ତାଲିକାରେ ୬୬ ନମ୍ବର ସ୍ଥାନରେ ରହିଛି । ୪ଟି ବ୍ରୋଞ୍ଚ ଏବଂ ୨ଟି ରୌପ୍ୟ ପଦକ ଏଯାବତ ପାଇଛି ଭାରତ । ତେବେ ନଜର ପକାନ୍ତୁ ଅନ୍ୟ ଦେଶ ମାନଙ୍କ ମଧ୍ୟରେ କେଉଁ ଦେଶ କେତୋଟି ପଦକ ହାସଲ କରିଛନ୍ତି ।
ଚୀନ- ସ୍ୱର୍ଣ୍ଣ- ୩୮ ରୌପ୍ୟ- ୩୦ ବ୍ରୋଞ୍ଚ- ୧୮ ସମୁଦାୟ- ୮୬
ଆମେରିକା- ସ୍ୱର୍ଣ୍ଣ- ୩୪ ରୌପ୍ୟ-୩୬ ବ୍ରୋଞ୍ଚ- ୩୨ ସମୁଦାୟ- ୧୦୨
ଜାପାନ- ସ୍ୱର୍ଣ୍ଣ-୨୫ ରୌପ୍ୟ-୧୨ ବ୍ରୋଞ୍ଚ-୧୭ ସମୁଦାୟ- ୫୪
ଇଂଲଣ୍ଡ- ସ୍ୱର୍ଣ୍ଣ-୨୦ ରୌପ୍ୟ-୨୧ ବ୍ରୋଞ୍ଚ-୨୧ ସମୁଦାୟ- ୬୨
ଋଷିଆ- ସ୍ୱଣ୍ଣ-୧୯ ରୌପ୍ୟ-୨୫ ବ୍ରୋଞ୍ଚ – ୨୩ ସମୁଦାୟ- ୬୭
ଅଷ୍ଟ୍ରେଲିଆ- ସ୍ୱଣ୍ଣ-୧୭ ରୌପ୍ୟ-୦୬ ବ୍ରୋଞ୍ଚ – ୨୧ ସମୁଦାୟ- ୪୪
ଜର୍ମାନୀ- ସ୍ୱଣ୍ଣ-୧୦ ରୌପ୍ୟ-୧୧ ବ୍ରୋଞ୍ଚ – ୧୬ ସମୁଦାୟ- ୩୭
ଇଟାଲୀ- ସ୍ୱଣ୍ଣ-୧୦ ରୌପ୍ୟ-୧୦ ବ୍ରୋଞ୍ଚ – ୧୯ ସମୁଦାୟ- ୩୯
ନେଦରଲ୍ୟାଣ୍ଡ- ସ୍ୱଣ୍ଣ-୧୦ ରୌପ୍ୟ-୧୦ ବ୍ରୋଞ୍ଚ – ୧୨ ସମୁଦାୟ- ୩୨
ଫ୍ରାନ୍ସ- ସ୍ୱଣ୍ଣ-୦୭ ରୌପ୍ୟ-୧୨ ବ୍ରୋଞ୍ଚ – ୧୧ ସମୁଦାୟ- ୩୦

Share

Leave a Reply

Your email address will not be published. Required fields are marked *

18 + fourteen =