୮ ମାଓବାଦୀ ସଫା

ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ୮ଜଣ ମାଓବାଦୀ ନିହତ ହୋଇଛନ୍ତି । ଏଥିରେ ୨ଜଣ ଜବାନ ମଧ୍ୟ ସହିଦ ହୋଇଛନ୍ତି । ଜିଲ୍ଲା ଏସପି ଅଭିଷେକ ମୀନା ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏବେବି ସପୃକ୍ତ ଅଂଚଳରେ ସର୍ଚଅପରେସନ ଜରି ରହିଛି ।

 

Share

Leave a Reply

Your email address will not be published. Required fields are marked *

15 + 11 =