ଚିଡିଆଖାନାର ଗ୍ରୀଲ ଡେଇଁଲା ଯୁବକ, ପଡିଲା ସିଂହ ହାବୁଡରେ, ଆଉ ତାପରର ଘଟଣା ଦେଖନ୍ତୁ …

ନୂଆଦିଲ୍ଲୀ() ଦିଲ୍ଲୀର ଜଣେ ଯୁବକ ହଠାତ ଚିଡିଆଖାନାର ଗ୍ରୀଲ ଡେଇଁ ସିଂହର ପିଂଜରା ଭିତରକୁ ପସିଯାଇଥିଲା । ଯୁବକ ବହୁତ ସମୟ ଧରି ସିଂହ ସାମ୍ନାରେ ବସିରହିଥିଲା କିନ୍ତୁ ସିଂହଟି ଯୁବକ ଜଣଙ୍କର କିଛି ବି କରିନଥିଲା । ଚିଡିଆଖାନାର କର୍ମୀଙ୍କୁ ଖବର ମିଳିବା ପରେ ସେହି ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଡିଏସପି ଚିନମୟ ବିଶ୍ୱାଳ କହିଛନ୍ତି ସେହି ଯୁବକଙ୍କ ନାମ ରେହନ ଓ ତାଙ୍କ ବୟସ ୨୮ ବର୍ଷ । ସେ ମାନସିକ ରୋଗକ୍ରାନ୍ତ ଥିଲେ ।

 

Share

Leave a Reply

Your email address will not be published. Required fields are marked *

19 + 4 =