ବଦଳିଲା ‘ଖେଳରତ୍ନ’ ପୁରସ୍କାର ନାମ

ନୂଆଦିଲ୍ଲୀ: ଦେଶର ସର୍ବୋତ୍ତମ ଖେଳରତ୍ନ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ବଦଳରେ ରହିବ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ଆଜି ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଏହାକୁ ପରିବର୍ତ୍ତନ କରିଥିବା କହିଛନ୍ତି ମୋଦି । ସେ କହିଛନ୍ତି କି, ଧ୍ୟାନଚାନ୍ଦ ନାଁରେ ନାମିତ କରିବା ଲାଗି ସାରା ଦେଶରୁ ପ୍ରସ୍ତାବ ଆସୁଥିଲା ।

Share

Leave a Reply

Your email address will not be published. Required fields are marked *

1 + three =