ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରୁପ୍ପା

ବାଙ୍ଗାଲୋର: ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରୁପ୍ପା । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି । ତେବେ ଏହି ଇସ୍ତଫା ପରେ ଏବେ କର୍ଣ୍ଣାଟକ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କିଛିଦିନ ହେବ ସେ ଇସ୍ତଫା ଦେଇ ମଧ୍ୟ ଖବର ପ୍ରସାରଣ କରାଯାଉଥିଲା ।

Share

Leave a Reply

Your email address will not be published. Required fields are marked *

16 − nine =