ଲୋକୟୁକ୍ତ କମିଟିରେ ଜଷ୍ଟିସ ଅନଙ୍ଗ ପଟନାୟକ !

ଭୁବନେଶ୍ୱର () ଜଷ୍ଟିସ ଅନଙ୍ଗ ପଟନାୟକ ହୋଇପାରନ୍ତି ଲୋକଯୁକ୍ତ ଚୟନ କମିଟିର ପଞ୍ଚମ ସଦସ୍ୟ । ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଦସ୍ୟ ଚୟନ କମିଟି ବୈଠକରେ ଅନାଙ୍ଗଙ୍କ ନାମ ସୁପାରିଶ କରାଯାଇଥିବା ଜଣାପଡିଛି । ଖୁବଶୀଘ୍ର ତାଙ୍କ ନାମକୁ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ସଦସ୍ୟ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ଛତିଶଗଡ଼ ଓ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଥିଲେ ।

Share

Leave a Reply

Your email address will not be published. Required fields are marked *

six − four =