ଝାଡଖଣ୍ଡରେ ବାଜିଲା ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ() ଚଳିତ ମାସ ନଭେମ୍ବର ୩୦ ତାରିଖରୁ ଝାଡଖଣ୍ଡ ବିଧାନସଭା ନିର୍ବାଚନା ହେବ । ଆସନ୍ତା ୫ ତାରିଖରେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହି ନିର୍ବାଚନ ହେବ । ଏଥି ପାଇଁ ଆଜି ଠାରୁ ଝାଡଖଣ୍ଡରେ ନିର୍ବାଚନ ଆଚରଣ ବିଧି ଲାଗୁ କାରାଯାଇଛି । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନ ୫ଟି ପର୍ଯ୍ୟୟରେ କରାଯିବ ଏବଂ ରାଜ୍ୟର ୧୯ ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ନକ୍ସଲ ପ୍ରବଣ ଅଂଚଳ ବୋଲି ଚିହ୍ନଟ ହୋଇଛି ।

Share

Leave a Reply

Your email address will not be published. Required fields are marked *

19 − 6 =