ଜାମ୍ମୁ କାଶ୍ମୀରରେ ୪ ଆତଙ୍କବାଦୀ ମୃତ

ଜାମ୍ମୁକାଶ୍ମୀରରେ ସେନା ବାହିନୀ ଦ୍ୱାରା ଚାରି ଆତଙ୍କବାଦୀ ନିପାତ ହୋଇଛନ୍ତି । ସୋପିଆନ ସେନାର ଗୁଳିରେ ଏହି ଚାରି ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ଖବର ମିଳିଛି । ସେନା ଓ ଆତଙ୍କ ବାଦୀ ମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ସେନାକୁ ଏହି ସଫଳତା ମିଳିଛି । ଆତଙ୍କବାଦୀ ମାନଙ୍କ ପାଲଟା ଗୁଳିରେ ୩ଜଣ ସେନା କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ସେଠାରେ ସର୍ଚଅପରେସନ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

3 × four =