ଇସ୍ରୋ ସଫଳତାପୂର୍ଣ୍ଣ ଲଞ୍ଚ୍ କଲା PSLVC46 ସାଟେଲାଇଟ୍

(ଇସ୍ରୋ) ତରଫରୁ ଶ୍ରୀ ହରିକୋଟାରୁ ସତୀଷ୍ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ PSLVC46 ଲଞ୍ଚ୍ କରିଛନ୍ତି । ଅନ୍ୟପକ୍ଷରେ PSLVC46 ର ସଫଳତାପୂର୍ଣ୍ଣ RISAT-2B ରାଡାର ପୃଥିବୀ ଅବଲୋକନ ସାଟେଲାଇଟ୍ କୁ ୫୫୫ କି.ମି. ଉଚ୍ଚତା ବିଶିଷ୍ଟ ଲୋ ଆର୍ଥ ଅର୍ବିଟ୍ ରେ ଇଞ୍ଜେକ୍ଟ କରାଗଲା । ପିଏସଏଲବୀର ଏହା ୪୮ ତମ ଉଡାଣ ଥିବା ବେଳେ ରିସେଟ୍ ସାଟେଲାଇଟ୍ ସିରିଜ୍ ର ଏହା ଚତୁର୍ଥ ସାଟେଲାଇଟ୍ ଅଟେ । RISAT-2B ସାଟେଲାଇଟ୍ ର ବ୍ୟବହାର ଯେକୌଣସି ଋତୁରେ କରାଯାଇପାରିବ । ଏହି ସାଟେଲାଇଟ୍ ସହ ସିନ୍ଥେଟିକ୍ ଅପର୍ଚର ରାଡାର (ସାର୍) ଇମେଜର୍ ପଠାଯାଇଛି ।

Share

Leave a Reply

Your email address will not be published. Required fields are marked *

two × 3 =