ଏହି କାରଣ ପାଇଁ ଏପ୍ରିଲ ୧୫ ଯାଏଁ IPL ସ୍ଥଗିତ

ନୂଆଦିଲ୍ଲୀ()  କରୋନା ପାଇଁ IPL  ସ୍ଥଗିତ ରଖିବାକୁ ବିସିସିଆଇର ନିଷ୍ପତି । ଆସନ୍ତା ଏପ୍ରିଲ ୧୫ ଯାଏଁ IPL 

ସ୍ଥଗିତ ରଖିବାକୁ ନିଷ୍ପତି ହୋଇଛି । ଖେଳାଳି ଓ ଦର୍ଶକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଥି ବିସିସିଆଇ ଏହି ନିଷ୍ପତି ନେଇଛି  ।

ସୂଚନା ଅନୁସାରେ  ମାର୍ଚ୍ଚ ୨୯ରୁ IPL ଆରମ୍ଭ ହେବାର ଥିଲା । ହେଲେ ଏବେ ଏହା ଘୁଂଚିଯାଇଛି । 

Share

Leave a Reply

Your email address will not be published. Required fields are marked *

13 − twelve =