ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

ଲଣ୍ଡନ () ଆଜି ଭାରତ-ଶ୍ରୀଲଙ୍କା ଶେଷ ଲିଗ୍ ।ଲିଡ୍ସରେ ବିଶ୍ବ କପର ୪୪ତମ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛୁ । ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ।ଭାରତ ପୂର୍ବରୁ ହିଁ ବିଶ୍ୱକପ୍ ସେମିଫାଇନାଲ୍ରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛି। ତେବେ ଆଜିର ମ୍ୟାଚ୍ ଜିତି ଦଳ ସେମିଫାଇନାଲ୍ରେ ନିଜର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିବ।

ଭାରତୀୟ ଟିମ୍ ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ୟୁଜବନ୍ଦ୍ର ଚହଲ ଏବଂ ମହମ୍ମଦ ସାମି ଏହି ମ୍ୟାଚ୍ ରେ ଖେଳୁନାହାନ୍ତି । ସେମାନଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ମ୍ୟାଚ୍ ଖେଳୁଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =