ଚତୁର୍ଥ ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ ଭାରତ

ଓଭାଲ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଟେଷ୍ଟ । ଘରୋଇ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି । ତେବେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ବଡ଼ ସ୍କୋର କରିବ ବୋଲି ଆଶା ରଖିଛନ୍ତି ପ୍ରଂଶସକ । ତେବେ ତୃତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯୟର ସମ୍ମୁଖୀନ ହୋଇଥିଲା । ତେବେ ଏହି ମ୍ୟାଚରେ ଯେଭଳି ପୂର୍ବଭଳି ସମ୍ମୁଖୀନ ନହୁଏ ସେ ଦିଗରେ ଗୁରୁତ୍ୱ ଦେବ ଭାରତ । ଆଜି ଭାରତୀୟ ଦଳରେ ମାତ୍ର ଗୋଟିଏ ପରିବର୍ତ୍ତନ ହୋଇଛି । ଇଶାନ୍ତ ଶର୍ମାଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି ସାର୍ଦ୍ଧୁଲ ଠାକୁର । ଭାରତ ୪ଜଣ ବୋଲର ଓ ୫ ଜଣ ବ୍ୟାଟ୍ସମ୍ୟାନଙ୍କ ସହ ଜଣେ ଜଣେ ଅଲରାଉଣ୍ଡରଙ୍କୁ ନେଇ ପଡିଆକୁ ଓହ୍ଲାଇବ ।

Share

Leave a Reply

Your email address will not be published. Required fields are marked *

5 × three =